ପରେ ପୁଣି ଦେଖା ହେବା
Definition in English: used when saying goodbye to someone you expect to meet again soon
Definition in Oriya : କୌଣସି ବ୍ୟକ୍ତିଙ୍କୁ ବିଦାୟ ଦେବା ସମୟରେ ଯଦି ଭବିଷ୍ୟତରେ ସେହି ବ୍ୟକ୍ତିଙ୍କୁ ପୁଣି ଥରେ ଭେଟ ହେବାର ଆଶା ଥାଏ ସେତେବେଳେ ଏହି ଶବ୍ଦର ବ୍ୟବହାର ହୁଏ
Example: I visited my Uncle’s house a few days back and when coming back from his house I said him in Oriya “pare puni dekha heba”.